ମାଛ, ମାଂସ ନିହେଲେ କହାକେ ଖାନା ନି ରୁଚବାର୍ 🙄 ଟିଫିନ୍ ରେ କଲି ଆଲୁଚପ👌 ରାତି ସମକୁ ଭୁକେ ସୁଇବାର୍ କେ ପଡଲା 😥
16:45
ଆମର ଖେତେ କଲୁ family picnic 🥰 ବହୁତ୍ ମସ୍ତି,dance,singing ବହୁତ୍ ମଜା ଲାଗଲା ❤️😘new year picnic 2025
5:20
ଭୁଯୀ ସର୍ଲାକେ ଜରଆନିଗଲା😳ଉପାସଦିନେ ରାନ୍ଧ୍ବାର୍ ଲାଗି ମନ୍ ନି ଲାଗେ/lori ତାର projectଲାଗିଘରର samkuଅଥା କରିଦେଲା
8:01
ଘରବାଟେ କରିଛନ କେତେସୁନ୍ଦର୍ ପରିବାବଗିଚା👌ଫୁଲକୁବୀ, ବନ୍ଧାକୁବି, ମୁଲା କେତେ ପରିବା 🥰sundayspecial ମାଛ,ଦାଲ fry 😋
8:06
ପହେଲା କରି ବନାଲି ମଟନ୍ ବିରୀୟାନୀ 👌😋 କାନା ହେଲାଜେ ହଠାତ୍ ଯିବାର କେ ପଡଲା ହସ୍ପିଟାଲ୍ କେ 😭🥺 କିଏ କୁନୁଆ ଆସଲା 🥰
26:50
ଭାଇ ଭଉଣୀ ମିଶି କଲୁ ଭୋଜି🤩sanu’s duniya
12:29
ନାଗେନପାଲି ର ଦୁଇ ଦିବ୍ୟାଙ୍ଗ ପରାନି ॥ ଗଣଦୃଷ୍ଟି ଗେଷ୍ଟ ରିପୋର୍ଟର ॥
9:08
ପକୋଡା ଖାବାର୍ ମଜାବାହାରି ଗଲା🥺 ମାକଡ୍ ମାନେ ଆମରଛାତ୍ କେ ଘର୍ ବନେଇ ଦେଲେନ😱ଦିନଟା ଖାଲି ଚିକେନ ଚିକେନ ହେଇକି ଗଲା 😳
14:48