ଏକମାତ୍ର ଭଣଜା ର ବାହାଘର card , ଗୁଆ ନେଇକି ଆସିକି ପହଂଚିଲୁ ମାମୁ ଘରେ ମାମୁ ମାଇଁ ଙ୍କ ଆଖିରେ ଖୁସି ର ଲୁହ 🥲😭